ଯିରିମିୟ 17 : 1 (ORV)
ଯିହୁଦାର ପାପ ଲୌହ-ଲେଖନୀରେ ଓ ହୀରକର କଣ୍ଟକ ଦ୍ଵାରା ଲିଖିତ ଅଛି; ତାହା ସେମାନଙ୍କର ହୃଦୟ-ଫଳକରେ ଓ ତୁମ୍ଭମାନଙ୍କ ଯଜ୍ଞବେଦିର ଶୃଙ୍ଗରେ ଖୋଦିତ ହୋଇଅଛି।;

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27