ଯିଶାଇୟ 25 : 1 (ORV)
ହେ ସଦାପ୍ରଭୋ, ତୁମ୍ଭେ ମୋହର ପରମେଶ୍ଵର; ମୁଁ ତୁମ୍ଭର ପ୍ରତିଷ୍ଠା କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି; କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ଵସ୍ତତାରେ ଓ ସତ୍ୟରେ ସାଧନ କରିଅଛ ⇧ ।

1 2 3 4 5 6 7 8 9 10 11 12