ଯିଶାଇୟ 21 : 1 (ORV)
ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାରୋକ୍ତି । ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ,ଏକ ଭୟଙ୍କର ଦେଶରୁ ଆସୁଅଛି ।

1 2 3 4 5 6 7 8 9 10 11 12 13 14 15 16 17