ଯିଶାଇୟ 16 : 10 (ORV)
ପୁଣି, ଆନନ୍ଦ ଓ ଉଲ୍ଲାସ ଉର୍ବରା କ୍ଷେତ୍ରରୁ ଦୂରୀକୃତ ହୋଇଅଛି; ଆଉ, ଦ୍ରାକ୍ଷାକ୍ଷେତ୍ରରେ ଗାନ ଅବା ଆନନ୍ଦଧ୍ଵନି ହେବ ନାହିଁ; କେହି ପଦ ଦ୍ଵାରା ଚାପି ଦ୍ରାକ୍ଷାକୁଣ୍ତରେ ଦ୍ରାକ୍ଷାରସ ବାହାର କରିବ ନାହିଁ; ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ଵନି ନିବୃତ୍ତ କରିଅଛୁ ।

1 2 3 4 5 6 7 8 9 10 11 12 13 14