ଯିଶାଇୟ 15 : 1 (ORV)
ମୋୟାବ ବିଷୟକ ଭାରୋକ୍ତି । ମୋୟାବର ଆରନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ଵଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍ ନଗର ଉଚ୍ଛିନ୍ନ ଓ ଧ୍ଵଂସିତ ହେଲା ।

1 2 3 4 5 6 7 8 9