ଯିହିଜିକଲ 19 : 11 (ORV)
ପୁଣି, କର୍ତ୍ତୃତ୍ଵକାରୀମାନଙ୍କର ରାଜଦଣ୍ତ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା, ଗହଳ ଶାଖାମାନର ମଧ୍ୟରେ ସେସବୁ ଦୀର୍ଘତାରେ ଉଚ୍ଚୀକୃତ ହୋଇଥିଲା, ଆଉ ସେସବୁ ସ୍ଵ ଉଚ୍ଚତାରେ ଓ ଶାଖାର ବାହୁଲ୍ୟରେ ଦେଖାଗଲା ।

1 2 3 4 5 6 7 8 9 10 11 12 13 14