ଏଷ୍ଟର ବିବରଣ 6 : 1 (ORV)
ସେହି ରାତ୍ରିରେ ରାଜା ଶୋଇ ପାରିଲା ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲା; ପୁଣି, ତାହା ରାଜା ସାକ୍ଷାତରେ ପାଠ କରାଗଲା ।

1 2 3 4 5 6 7 8 9 10 11 12 13 14