ଦିତୀୟ ଶାମୁୟେଲ 24 : 3 (ORV)
ଏଥିରେ ଯୋୟାବ ରାଜାଙ୍କୁ କହିଲା, ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ଵର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋʼ ପ୍ରଭୁ ମହାରାଜ ଏପରି କର୍ମ କରିବା ପାଇଁ କାହିଁକି ସନ୍ତୋଷ ପାଉଅଛନ୍ତି?

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25