ଦିତୀୟ ରାଜାବଳୀ 11 : 19 (ORV)
ପୁଣି ସେ ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ଵାର ଦେଇ ରାଜଗୃହକୁ ଆସିଲେ । ଏଥିରେ ସେ ରାଜସିଂହାସନରେ ଉପବିଷ୍ଟ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21