ଦିତୀୟ ରାଜାବଳୀ 1 : 10 (ORV)
ତହୁଁ ଏଲୀୟ ସେହି ପଚାଶତ୍ପତିକି ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ଵରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଚାଶ ଲୋକଙ୍କୁ ଗ୍ରାସ କରୁ । ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଚାଶ ଲୋକଙ୍କୁ ଗ୍ରାସ କଲା ।

1 2 3 4 5 6 7 8 9 10 11 12 13 14 15 16 17 18