ଦିତୀୟ ବଂଶାବଳୀ 16 : 12 (ORV)
ଆସା ଆପଣା ଅଧିକାରର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ଵେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ଵେଷଣ କଲେ ।

1 2 3 4 5 6 7 8 9 10 11 12 13 14