ଦିତୀୟ ବଂଶାବଳୀ 16 : 10 (ORV)
ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ଵିତ ହୋଇଥିଲେ । ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଦୌରାତ୍ମ୍ୟ କଲେ ।

1 2 3 4 5 6 7 8 9 10 11 12 13 14