ପ୍ରଥମ ଶାମୁୟେଲ 6 : 19 (ORV)
ପୁଣି ବୈଥ୍-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ବଧ କଲେ । ଲୋକମାନଙ୍କ ମଧ୍ୟରୁ ସତୁରି ଜଣ, ଅର୍ଥାତ୍, ହଜାରକେ ପଚାଶ ଜଣ ବଧ କଲେ; ପୁଣି ସଦାପ୍ରଭୁ ମହାସଂହାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21