ପ୍ରଥମ ଶାମୁୟେଲ 24 : 7 (ORV)
ଏସବୁ କଥା ଦ୍ଵାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ । ଏଉତ୍ତାରେ ଶାଉଲ ଗୁମ୍ପାରୁ ବାହାରି ଆପଣା ପଥରେ ଗଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22