ପ୍ରଥମ ରାଜାବଳୀ 5 : 18 (ORV)
ଆଉ ଶଲୋମନଙ୍କର ଓ ହୀରମର ରାଜମିସ୍ତ୍ରୀ-ମାନେ ଓ ଗିବ୍ଲୀୟ ଲୋକମାନେ ସେସବୁର ଗଠନ କଲେ, ଏହିରୂପେ ସେମାନେ ଗୃହ-ନିର୍ମାଣ ନିମନ୍ତେ କାଷ୍ଠ ଓ ପ୍ରସ୍ତର ପ୍ରସ୍ତୁତ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18