ଗୀତସଂହିତା 27 : 1 (IRVOR)
ସ୍ତୁତି ବନ୍ଦନା *ଦାଉଦଙ୍କର ଗୀତ। *ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; *ମୁଁ କାହାକୁ ଭୟ କରିବି ? ସଦାପ୍ରଭୁ ମୋ’ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି ?

1 2 3 4 5 6 7 8 9 10 11 12 13 14