ଗୀତସଂହିତା 21 : 1 (IRVOR)
ଜୟ ଗାନ *ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। *ହେ ସଦାପ୍ରଭୁ, ରାଜା ତୁମ୍ଭ ବଳରେ ଆନନ୍ଦ କରିବେ ଓ *ତୁମ୍ଭ ପରିତ୍ରାଣରେ* ପରିତ୍ରାଣରେ ଅର୍ଥାତ୍ ଜୟରେ ସେ କେଡ଼େ ମହାନନ୍ଦ କରିବେ !

1 2 3 4 5 6 7 8 9 10 11 12 13