ନିହିମିୟା 2 : 1 (IRVOR)
ନିହିମୀୟା ଯିହୁଦାକୁ ପ୍ରେରିତ ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏତମ ବର୍ଷରେ ନୀସନ୍‍[* ନୀସନ୍‍ ଏବ୍ରୀୟ କ୍ୟାଲେଣ୍ଡର ଅନୁସାରେ ଏହା ବର୍ଷର ପ୍ରଥମ ମାସ କିନ୍ତୁ ଆଜିର କ୍ୟାଲେଣ୍ଡର ଅନୁସାରେ ଏହା ମାର୍ଚ୍ଚ 15 ତାରିଖଠାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ] ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ କେବେ ଦୁଃଖିତ ହୋଇ ନ ଥିଲି।

1 2 3 4 5 6 7 8 9 10 11 12 13 14 15 16 17 18 19 20