ମାଥିଉଲିଖିତ ସୁସମାଚାର 28 : 1 (IRVOR)
{ଯୀଶୁଙ୍କ ପୁନରୁତ୍‌ଥାନ
(ମାର୍କ 16:1-10; ଲୂକ 24:1-12; ଯୋହନ 20:1-10) } ବିଶ୍ରାମବାର ଶେଷ ହେଲା ପରେ ସପ୍ତାହର ପ୍ରଥମ ଦିନର ପ୍ରତ୍ୟୁଷରେ ମଗ୍‌ଦଲୀନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20