ଯିରିମିୟ 20 : 1 (IRVOR)
{ଯାଜକ ପଶ୍‍ହୂର ସହ ଯିରିମୀୟଙ୍କ ସଂଘର୍ଷ } ଯିରିମୀୟ ଏହିସବୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବା ବେଳେ ଇମ୍ମେର ଯାଜକର ପୁତ୍ର, ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ୟକ୍ଷ ପଶ୍‍ହୂର ତାହା ଶୁଣିଲା।

1 2 3 4 5 6 7 8 9 10 11 12 13 14 15 16 17 18