ଏଷ୍ଟର ବିବରଣ 8 : 1 (IRVOR)
ଏଷ୍ଟରଙ୍କ ଦ୍ୱାରା ଯିହୁଦୀଙ୍କ ଉଦ୍ଧାର ସେହି ଦିନ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ ଯିହୁଦୀୟ ଲୋକମାନଙ୍କର ଶତ୍ରୁ ହାମନ୍‍ର ଗୃହାଦି ଦେଲା, ଆଉ ମର୍ଦ୍ଦଖୟ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହେଲେ; କାରଣ ମର୍ଦ୍ଦଖୟ ଆପଣାର କଅଣ ହୁଏ, ଏହା ଏଷ୍ଟର ଜଣାଇଥିଲେ।

1 2 3 4 5 6 7 8 9 10 11 12 13 14 15 16 17