ପ୍ରଥମ ରାଜାବଳୀ 5 : 1 (IRVOR)
ଶଲୋମନଙ୍କ ମନ୍ଦିର ନିର୍ମାଣର ପ୍ରସ୍ତୁତି ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା; କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା; ଆଉ ଦାଉଦ ସର୍ବଦା ହୂରମ୍‍ର ପ୍ରିୟପାତ୍ର ଥିଲେ।

1 2 3 4 5 6 7 8 9 10 11 12 13 14 15 16 17 18