ପ୍ରଥମ ବଂଶାବଳୀ 8 : 1 (IRVOR)
{ବିନ୍ୟାମୀନ୍ଙ୍କ ବଂଶଧର } ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ;
ପ୍ରଥମ ବଂଶାବଳୀ 8 : 2 (IRVOR)
ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା।
ପ୍ରଥମ ବଂଶାବଳୀ 8 : 3 (IRVOR)
ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ,
ପ୍ରଥମ ବଂଶାବଳୀ 8 : 4 (IRVOR)
ପ୍ରଥମ ବଂଶାବଳୀ 8 : 5 (IRVOR)
ପ୍ରଥମ ବଂଶାବଳୀ 8 : 6 (IRVOR)
ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆ ଯାଇଥିଲେ।
ପ୍ରଥମ ବଂଶାବଳୀ 8 : 7 (IRVOR)
ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା।
ପ୍ରଥମ ବଂଶାବଳୀ 8 : 8 (IRVOR)
ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ।
ପ୍ରଥମ ବଂଶାବଳୀ 8 : 9 (IRVOR)
ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍,
ପ୍ରଥମ ବଂଶାବଳୀ 8 : 10 (IRVOR)
ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ।
ପ୍ରଥମ ବଂଶାବଳୀ 8 : 11 (IRVOR)
ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା।
ପ୍ରଥମ ବଂଶାବଳୀ 8 : 12 (IRVOR)
ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍,
ପ୍ରଥମ ବଂଶାବଳୀ 8 : 13 (IRVOR)
ବରୀୟ ଓ ଶେମା, ଏମାନେ ଅୟାଲୋନ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
ପ୍ରଥମ ବଂଶାବଳୀ 8 : 14 (IRVOR)
ପୁଣି, ଅହୀୟୋ, ଶାଶକ୍, ଯେରେମୋତ୍,
ପ୍ରଥମ ବଂଶାବଳୀ 8 : 15 (IRVOR)
ପ୍ରଥମ ବଂଶାବଳୀ 8 : 16 (IRVOR)
ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ;
ପ୍ରଥମ ବଂଶାବଳୀ 8 : 17 (IRVOR)
ଆଉ ସବଦୀୟ, ମଶୁଲ୍ଲମ୍, ହିଷ୍କି, ହେବର,
ପ୍ରଥମ ବଂଶାବଳୀ 8 : 18 (IRVOR)
ଯିଷ୍ମରୟ, ଯିଷ୍ଲୀୟ ଓ ଯୋବବ୍ ଇଲ୍ପାଲର ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 8 : 19 (IRVOR)
ଆଉ ଶିମୀୟିର ପୁତ୍ର ଯାକୀମ୍, ସିଖ୍ରି, ସବ୍ଦି,
ପ୍ରଥମ ବଂଶାବଳୀ 8 : 20 (IRVOR)
ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍,
ପ୍ରଥମ ବଂଶାବଳୀ 8 : 21 (IRVOR)
ପ୍ରଥମ ବଂଶାବଳୀ 8 : 22 (IRVOR)
ଆଉ ଶାଶକ୍ର ପୁତ୍ର ଯିଶ୍ପନ୍, ଏବର, ଇଲୀୟେଲ୍,
ପ୍ରଥମ ବଂଶାବଳୀ 8 : 23 (IRVOR)
ପ୍ରଥମ ବଂଶାବଳୀ 8 : 24 (IRVOR)
ପ୍ରଥମ ବଂଶାବଳୀ 8 : 25 (IRVOR)
ପ୍ରଥମ ବଂଶାବଳୀ 8 : 26 (IRVOR)
ଆଉ, ଯିରୋହମର ସନ୍ତାନ ଶମ୍ଶରୟ, ଶହରୀୟ, ଅଥଲୀୟ,
ପ୍ରଥମ ବଂଶାବଳୀ 8 : 27 (IRVOR)
ପ୍ରଥମ ବଂଶାବଳୀ 8 : 28 (IRVOR)
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
ପ୍ରଥମ ବଂଶାବଳୀ 8 : 29 (IRVOR)
ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା।
ପ୍ରଥମ ବଂଶାବଳୀ 8 : 30 (IRVOR)
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍,
ପ୍ରଥମ ବଂଶାବଳୀ 8 : 31 (IRVOR)
ପ୍ରଥମ ବଂଶାବଳୀ 8 : 32 (IRVOR)
ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
ପ୍ରଥମ ବଂଶାବଳୀ 8 : 33 (IRVOR)
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ।
ପ୍ରଥମ ବଂଶାବଳୀ 8 : 34 (IRVOR)
ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ ମୀଖାକୁ ଜାତ କଲା।
ପ୍ରଥମ ବଂଶାବଳୀ 8 : 35 (IRVOR)
ମୀଖାର ପୁତ୍ର ପିଥୋନ୍, ମେଲକ୍, ତରେୟ ଓ ଆହସ୍।
ପ୍ରଥମ ବଂଶାବଳୀ 8 : 36 (IRVOR)
ଆଉ, ଆହସ୍ ଯିହୋୟାଦାକୁ ଜାତ କଲା, ପୁଣି, ଯିହୋୟାଦା ଆଲେମତ୍, ଅସ୍ମାବତ୍, ସିମ୍ରିକୁ ଜାତ କଲା ଓ ସିମ୍ରି ମୋତ୍ସାକୁ ଜାତ କଲା।
ପ୍ରଥମ ବଂଶାବଳୀ 8 : 37 (IRVOR)
ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ;
ପ୍ରଥମ ବଂଶାବଳୀ 8 : 38 (IRVOR)
ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର।
ପ୍ରଥମ ବଂଶାବଳୀ 8 : 39 (IRVOR)
ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍।
ପ୍ରଥମ ବଂଶାବଳୀ 8 : 40 (IRVOR)
ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।
❮
❯