ପ୍ରଥମ ବଂଶାବଳୀ 1 : 1 (IRVOR)
{ଆଦମଙ୍କଠାରୁ ଅବ୍ରହାମ} [PS] ଆଦମ, ଶେଥ, ଈନୋଶ;
ପ୍ରଥମ ବଂଶାବଳୀ 1 : 2 (IRVOR)
କୟିନାନ, ମହଲଲେଲ, ଯେରଦ;
ପ୍ରଥମ ବଂଶାବଳୀ 1 : 3 (IRVOR)
ହନୋକ, ମଥୂଶେଲହ, ଲେମକ;
ପ୍ରଥମ ବଂଶାବଳୀ 1 : 4 (IRVOR)
ନୋହ, ଶେମ, ହାମ ଓ ଯେଫତ୍‍।
ପ୍ରଥମ ବଂଶାବଳୀ 1 : 5 (IRVOR)
ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ।
ପ୍ରଥମ ବଂଶାବଳୀ 1 : 6 (IRVOR)
ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ।
ପ୍ରଥମ ବଂଶାବଳୀ 1 : 7 (IRVOR)
ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ୍‍, କିତ୍ତୀମ ଓ ରୋଦାନିମ୍‍ ଥିଲେ।
ପ୍ରଥମ ବଂଶାବଳୀ 1 : 8 (IRVOR)
ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ।
ପ୍ରଥମ ବଂଶାବଳୀ 1 : 9 (IRVOR)
ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
ପ୍ରଥମ ବଂଶାବଳୀ 1 : 10 (IRVOR)
ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା।
ପ୍ରଥମ ବଂଶାବଳୀ 1 : 11 (IRVOR)
ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ,
ପ୍ରଥମ ବଂଶାବଳୀ 1 : 12 (IRVOR)
ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍‍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
ପ୍ରଥମ ବଂଶାବଳୀ 1 : 13 (IRVOR)
ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା;
ପ୍ରଥମ ବଂଶାବଳୀ 1 : 14 (IRVOR)
ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ,
ପ୍ରଥମ ବଂଶାବଳୀ 1 : 15 (IRVOR)
ହିବ୍ବୀୟ, ଅର୍କୀୟ, ସିନୀୟ,
ପ୍ରଥମ ବଂଶାବଳୀ 1 : 16 (IRVOR)
ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
ପ୍ରଥମ ବଂଶାବଳୀ 1 : 17 (IRVOR)
ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍‍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍।
ପ୍ରଥମ ବଂଶାବଳୀ 1 : 18 (IRVOR)
ପୁଣି, ଅର୍ଫକ୍‍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା।
ପ୍ରଥମ ବଂଶାବଳୀ 1 : 19 (IRVOR)
ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍।
ପ୍ରଥମ ବଂଶାବଳୀ 1 : 20 (IRVOR)
ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ,
ପ୍ରଥମ ବଂଶାବଳୀ 1 : 21 (IRVOR)
ହଦୋରାମ, ଊଷଲ, ଦିକ୍ଲା,
ପ୍ରଥମ ବଂଶାବଳୀ 1 : 22 (IRVOR)
ଓବଲ, ଅବୀମାୟେଲ୍, ଶିବା,
ପ୍ରଥମ ବଂଶାବଳୀ 1 : 23 (IRVOR)
ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।
ପ୍ରଥମ ବଂଶାବଳୀ 1 : 24 (IRVOR)
ଶେମ, ଅର୍ଫକ୍‍ଷଦ, ଶେଲହ;
ପ୍ରଥମ ବଂଶାବଳୀ 1 : 25 (IRVOR)
ଏବର, ପେଲଗ୍‍, ରୀୟୂ;
ପ୍ରଥମ ବଂଶାବଳୀ 1 : 26 (IRVOR)
ସରୁଗ, ନାହୋର, ତେରହ
ପ୍ରଥମ ବଂଶାବଳୀ 1 : 27 (IRVOR)
ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ।
ପ୍ରଥମ ବଂଶାବଳୀ 1 : 28 (IRVOR)
ଅବ୍ରହାମଙ୍କର ପୁତ୍ର ଇସ୍‍ହାକ ଓ ଇଶ୍ମାୟେଲ।
ପ୍ରଥମ ବଂଶାବଳୀ 1 : 29 (IRVOR)
ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମ ଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍‍ମା ଓ ଦୂମା, ମସା;
ପ୍ରଥମ ବଂଶାବଳୀ 1 : 30 (IRVOR)
ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା;
ପ୍ରଥମ ବଂଶାବଳୀ 1 : 31 (IRVOR)
ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
ପ୍ରଥମ ବଂଶାବଳୀ 1 : 32 (IRVOR)
ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ।
ପ୍ରଥମ ବଂଶାବଳୀ 1 : 33 (IRVOR)
ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
ପ୍ରଥମ ବଂଶାବଳୀ 1 : 34 (IRVOR)
ପୁଣି, ଅବ୍ରହାମ ଇସ୍‍ହାକକୁ ଜାତ କଲେ। ସେହି ଇସ୍‍ହାକର ପୁତ୍ର ଏଷୌ ଓ ଇସ୍ରାଏଲ।
ପ୍ରଥମ ବଂଶାବଳୀ 1 : 35 (IRVOR)
ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
ପ୍ରଥମ ବଂଶାବଳୀ 1 : 36 (IRVOR)
ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ।
ପ୍ରଥମ ବଂଶାବଳୀ 1 : 37 (IRVOR)
ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।
ପ୍ରଥମ ବଂଶାବଳୀ 1 : 38 (IRVOR)
ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍।
ପ୍ରଥମ ବଂଶାବଳୀ 1 : 39 (IRVOR)
ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା।
ପ୍ରଥମ ବଂଶାବଳୀ 1 : 40 (IRVOR)
ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା।
ପ୍ରଥମ ବଂଶାବଳୀ 1 : 41 (IRVOR)
ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାଣ।
ପ୍ରଥମ ବଂଶାବଳୀ 1 : 42 (IRVOR)
ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
ପ୍ରଥମ ବଂଶାବଳୀ 1 : 43 (IRVOR)
ଇସ୍ରାଏଲ ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା।
ପ୍ରଥମ ବଂଶାବଳୀ 1 : 44 (IRVOR)
ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ।
ପ୍ରଥମ ବଂଶାବଳୀ 1 : 45 (IRVOR)
ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ।
ପ୍ରଥମ ବଂଶାବଳୀ 1 : 46 (IRVOR)
ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା।
ପ୍ରଥମ ବଂଶାବଳୀ 1 : 47 (IRVOR)
ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ।
ପ୍ରଥମ ବଂଶାବଳୀ 1 : 48 (IRVOR)
ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ।
ପ୍ରଥମ ବଂଶାବଳୀ 1 : 49 (IRVOR)
ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ।
ପ୍ରଥମ ବଂଶାବଳୀ 1 : 50 (IRVOR)
ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ।
ପ୍ରଥମ ବଂଶାବଳୀ 1 : 51 (IRVOR)
ଏଥିଉତ୍ତାରେ ହଦଦ୍‍ ମଲେ। ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା [* ଅଲୀୟା କିମ୍ବା ଅଳ୍‍ବା] , ରାଜା ଯିଥେତ୍‍,
ପ୍ରଥମ ବଂଶାବଳୀ 1 : 52 (IRVOR)
ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍;
ପ୍ରଥମ ବଂଶାବଳୀ 1 : 53 (IRVOR)
ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍;
ପ୍ରଥମ ବଂଶାବଳୀ 1 : 54 (IRVOR)
ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54

BG:

Opacity:

Color:


Size:


Font: