ପ୍ରଥମ ବଂଶାବଳୀ ଅଧ୍ୟାୟ 14
4 ଯିରୂଶାଲମରେ ତାଙ୍କର ଯେ ଯେ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୁୟ, ଶୋବବ, ନାଥନ, ଶଲୋମନ
5 ଓ ଯିଭର, ଇଲୀଶୂୟ, ଇଲ୍ପେଲଟ୍
6 ଓ ନୋଗହ, ନେଫଗ, ଯାଫୀୟ
7 ଓ ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍ ।
8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ଵେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ ।
5