2 |
ଯୋନାଥନ ଦାଉଦଙ୍କକ୍ସ୍ଟ ସତର୍କ କରାଇ କହିଲା, " ମାରେ ପିତା ତୁମ୍ଭକୁ ମାରିବାକକ୍ସ୍ଟ ଗ୍ଭହାଁନ୍ତି। ତୁମ୍ଭେ ପ୍ରାତଃକାଳ ରେ ସାବଧାନ ସହକା ରେ କୌଣସି ଜାଗା ରେ ଲକ୍ସ୍ଟଚି ରକ୍ସ୍ଟହ। ତୁମ୍ଭେ ଯେଉଁଠା ରେ ଲକ୍ସ୍ଟଚିଥିବ, ମୁ ସେ ସ୍ଥାନ ନିକଟକକ୍ସ୍ଟ ୟାଇ ମାରେ ପିତାଙ୍କ ସହିତ ତକ୍ସ୍ଟମ୍ଭ ବିଷଯ ରେ କଥୋପକଥନ ହବେି। ଯଦି ମୁ କିଛି ଦେଖେ ତବେେ ମୁ ତୁମ୍ଭକୁ ଜଣାଇବି।"
|
11 |
ଶାଉଲ ଦାଉଦଙ୍କ ଘରକକ୍ସ୍ଟ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକକ୍ସ୍ଟ ଜଗି ରହିଲେ। ସମାନେେ ସଠାେରେ ରାତ୍ରି ତମାମ ଜଗି ରହିଲେ। ସମାନେେ ଦାଉଦଙ୍କକ୍ସ୍ଟ ସକାଳ ରେ ମାରିଦବୋ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦଲୋ। ସେ କହିଲା, "ତୁମ୍ଭେ ରାତ୍ରି ରେ ପଳାଯନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନକର ତବେେ ସମାନେେ ତୁମ୍ଭକୁ ଆସନ୍ତା କାଲି ମାରି ଦବେେ।"
|